MSME Micro, Small, and Medium Enterprise Loan
1,000

Dial Odisha ଏକ ଅଣରାଜନୈତିକ, Non-Pofit Making Organization, କେବଳ ବେରୋଜଗାର ଓ କମ ରୋଜଗାର କରୁଥିବା ଭାଇଭଉଣୀ ମାନଙ୍କୁ କ୍ଷୁଦ୍ର ଉଦ୍ୟୋଗ ସ୍ଥାପନ କରିବା ନିମନ୍ତେ ପୂର୍ଣ୍ଣ ସହଯୋଗ କରିଥାଏ..
ଆପଣଙ୍କ ବ୍ୟବସାୟ ପାଇଁ ଅର୍ଥ ଯୋଗାଡ଼ କରିଦିଏ, ବିକ୍ରି ସୁବିଧା ଯୋଗାଇ ଦିଏ, ଲାଭ ଜନକ ବ୍ୟବସାୟ କରିବାକୁ ମାଗଣା ପରାମର୍ଶ ଦିଏ, କ୍ଷୁଦ୍ର ବ୍ୟବସାୟ କରିବାକୁ ବିଭିନ୍ନ ପ୍ରକାର Skill Training ମଧ୍ୟ ଦେଇଥାଏ…
ଆପଣ କୌଣସି ବ୍ୟବସାୟ କରିବାକୁ ଇଛୁକ ଥିଲେ, 80000 64446 ଫୋନ ମାଧ୍ୟମରେ ଯୋଗାଯୋଗ କରିପାରିବେ!! ଫୋନ କରିବା ପୂର୍ବରୁ ତଳେ ଥିବା ପ୍ରଶ୍ନର ଉତ୍ତର ଆମକୁ Whatsapp ରେ ପଠାନ୍ତୁ କିମ୍ବା ପ୍ରସ୍ତୁତ ହେଇ ଆମକୁ ଅଫିସରେ ନିଜେ ସାକ୍ଷାତ କରି ବୂଝନ୍ତୁ… କେତେବେଳେ ଆପଣ Bank ଲୋନ ପାଇବେ, କେତେ ମିଳିବ, ସୁଧ କେତେ ଦେବାକୁ ହବ, Subsidy କେତେ ଓ କେମିତି ମିଳିବ, ବିକ୍ରି ସୁବିଧା କଣ ମିଳିବ ଇତ୍ୟାଦି ଇତ୍ୟାଦି..
ବ୍ୟବସାୟ କରିବାକୁ ଲୋନ ପାଇଁ, ଡାଇଲ ଓଡ଼ିଶା ଅଫିସ ଆସିବା ଆଗରୁ, ତଳେ ଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ:
1. କୋଉ ବ୍ୟବସାୟ କରିବେ?
2. କେତେ ଟଙ୍କା ଲୋନ ଦରକାର…
3. Sales Support ବି ଦରକାର ନା ନିଜେ ବିକ୍ରି କରିବେ?
4. ଆପଣ ନିଜେ କେତେ #invest କରିବେ?
5. ନିଜଘରେ କରିବେ ନା ଭଡା ଘରେ କରିବେ?
6. ଆପଣଙ୍କର କେତେ #squarefeet #ଜାଗା ଅଛି?
7. ଆପଣ କେବେ #ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି?
ଏସବୁ Whatsapp କରନ୍ତୁ… ତଳେ ଥିବା ଲିଙ୍କରେ ମେସେଜ କରନ୍ତୁ.. https://api.whatsapp.com/send/?phone=918000064446 ବ୍ୟବସାୟ କରିବାକୁ 10 ଲକ୍ଷ ପର୍ଯ୍ୟନ୍ତ ଋଣ ନେଇ ନିଜର ଭବିଷ୍ୟତ ଗଢିବାକୁ, ଦୟାକରି 80000 644446 ଫୋନ କରନ୍ତୁ ଓ ମାଗଣା ପରାମର୍ଶ ନିଅନ୍ତୁ..

Panda Colony. Eng School Square ,Ganjam,Berhampur

Leave a Reply

Your email address will not be published. Required fields are marked *

Scroll to top

Fell free send your requirement our support team

We compete with each other to get you the Best Deal

You choose whichever suits you best

Contact Info sent to you by SMS/Email

Home Inquiry Form