Premium
MSME GROUP & ମହିଳା ସ୍ୱରୋଜଗାର ଯୋଜନା
500
ଓଡିଶା ଡାଟା ଡ଼ାଇରୀ ଦ୍ୱାରା ସଞ୍ଚାଳିତ ସ୍ୱରୋଜଗାର ଯୋଜନା ରେ ଭାଗ ନେଇ ନିଜକୁ ରୋଜଗାର କ୍ଷମ କରନ୍ତୁ
୧୦ ଠାରୁ ୨୦ ଜଣ ମହିଳା ଙ୍କୁ ନେଇ ପ୍ରତ୍ୟକ ଗ୍ରାମ, ପଞ୍ଚାୟତ ଓ ବ୍ଲକ ରେ ଗୋଟିଏ ଗୋଷ୍ଠୀ ତିଆରି କରାଯାଏ
ନୀତି ଦିନିଆ ବ୍ୟବହାର ହେଉଥିବା ୧୦୦ + ପ୍ରୋଡକ୍ଟ ତିଆରି କରିବା ଅନୁଭବ ଓ ୨୦୦ + ପ୍ରକାର ବିଭିର୍ନ ବ୍ରାଣ୍ଡ ର ପ୍ରୋଡକ୍ଟ ବିକ୍ରି କରି ମହିଳା ମଣ୍ଡଳ ଙ୍କୁ ଲାଭ କରାଯାଏ
ବ୍ୟବସାୟ ପାଇଁ ଅର୍ଥ ସଂଗ୍ରହ ସକାଶେ ପ୍ରତ୍ୟକ ମହିଳା ମାସିକ ୫୦୦ ଟଙ୍କା ଜମା କରି ସେହି ଅର୍ଥ ଗୋଷ୍ଠୀ ପରିଚାଳକ ଆକାଉଣ୍ଟ ରେ ରହିବ ଗୋଷ୍ଠୀ ରେ ଥିବା ପ୍ରତ୍ୟକ ସଦସ୍ୟ ଙ୍କ ମତାମତ ନେଇ ବ୍ୟବସାୟ ରେ ବିନିଯୋଗ କରି ତାର ଲାଭ ସେହି ଗୋଷ୍ଠୀ ଙ୍କୁ ଦିଆଯିବ
ଏହି ଭଳି ୧୨ ମାସରେ ୬୦୦୦ ଟଙ୍କା ମୂଳଧନ ବିନିଯୋଗ କରି ଏକ ଛୋଟ ଉଦ୍ୟୋଗ ର ଭାଗିଦାର ହୋଇ ପାରିବେ
ସମୟ ଅନୁସାରେ ଭାରତ ଏବଂ ଓଡିଶା ସରକାର ଙ୍କ ସହଯୋଗ ସଂସ୍ଥା MSME ରେ ପଞ୍ଜିକରଣ କରି ବ୍ୟାଙ୍କ ରୁ ୫୦ ହଜାର ଠାରୁ ନେଇ ୧୦ ଲକ୍ଷ୍ୟ ଟଙ୍କା ପ୍ରଯ୍ୟନ୍ତ ଋଣ ସୁବିଧା ଯୋଗାଇ ଦିଆଯିବ
ଉଦ୍ୟୋଗ ଓ ଋଣ ଟଙ୍କା ଠିକ ସମୟ ରେ ଭରିଲେ (୨୫ ଠାରୁ ୩୫ % ଋଣ ଟଙ୍କା ଛାଡ ହୁଏ)
ଆମର ଲକ୍ଷ୍ୟ ପ୍ରତ୍ୟକ ବ୍ଲକ ରେ ଗୋଟେ MSME HUB ତିଆରି କରି ମହିଳା ମାନଙ୍କୁ ରୋଜଗାର ଦେବା ସହ ସେହି ଅଞ୍ଚଳ ର କିଛି ଲୋକ ଙ୍କୁ ଉପକୃତ କରାଇବା
May be a graphic of text
Panda Colony. Engineering School Square ,Berhampur

Leave a Reply

Your email address will not be published. Required fields are marked *

Scroll to top

Fell free send your requirement our support team

We compete with each other to get you the Best Deal

You choose whichever suits you best

Contact Info sent to you by SMS/Email

Home Inquiry Form